Advertisment

ଶାସକ ଦଳର ଅନୁକମ୍ପା ବନାମ ବିରୋଧୀଙ୍କ ଆଇନଶୃଙ୍ଖଳା : ସରଗରମ୍‌ ଝାରସୁଗୁଡ଼ା ରାଜନୀତି

ମେ' ୧୦ରେ ଝାରସୁଗୁଡ଼ା ଉପନିର୍ବାଚନ । ତାରିଖ ଘୋଷଣା ହେଉ ହେଉ ଶାସକ ଦଳଠାରୁ ଆରମ୍ଭ କରି ବିରୋଧୀ ଏବେ ପୁରା ସକ୍ରିୟ।

Advertisment

ଖୋଲିନି ରହସ୍ୟ, ମନରୁ ଲିଭିନି ଘଟଣାବଳି। ଏପଟେ କିନ୍ତୁ ଝାରସୁଗୁଡ଼ା ସିଟ୍ ପୂରଣ ଲାଗି ବାଜି ସାରିଛି ବିଗୁଲ । ପୁଣିଥରେ ଉପନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କଲେଣି ରାଜନୈତିକ ଦଳ । ହେଲେ ଜାନୁଆରୀ ୨୯ର ସେହି କଳା ଦିନକୁ ଝାରସୁଗୁଡ଼ାବାସୀ ଭୁଲି ପାରୁନାହାଁନ୍ତି। ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ଠିକ୍ ଦୁଇମାସ ପରେ ନାବାଳକ ସମର୍ଥଙ୍କୁ ଅପହରଣ କରି ହତ୍ୟା, ଝାରସୁଗୁଡାବାସୀଙ୍କ ଭିତରେ କୋକୁଆ ଭୟ ସୃଷ୍ଟି କରିଛି। ଏହି ଦୁଇ ଲୋମହର୍ଷଣକାରୀ ଘଟଣା ଏଥର ଉପନିର୍ବାଚନରେ ରାଜନୈତିକ ଦଳ ପାଇଁ ମୁଖ୍ୟ ମୁଦ୍ଦା।

Advertisment
Murder Case Death Samarth Agarwal Kidnap
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ