Ravenshaw University
ଥମିବାର ନାଁ ନେଉନି ରେଭେନ୍ସା ତାତି। ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ମଶାଲ ଶୋଭାଯାତ୍ରା ଓ ଗଣ୍ଡଗୋଳ ଘଟଣାରେ ମାଲଗୋଦାମ ପୋଲିସ ବିଧାୟକ ବ୍ୟୋମକେଶଙ୍କ ସମେତ ତିନି ବିଜେଡି ନେତାଙ୍କ ନାଁରେ ମାମଲା ରୁଜୁ କରିଛି। ଯାହାକୁ ନେଇ ତେଜିଛି ରାଜନୀତି। ଘଟଣାର ସମ୍ବେଦନଶୀଳତାକୁ ଦେଖି ଏଥିରୁ ରାଜନୈତିକ ରୁଟି ସେକିବାକୁ ବିଜେଡି ବିଧିବଦ୍ଧ ଉଦ୍ୟମ କରୁଛି କି ବୋଲି ପ୍ରଶ୍ନ ଉଠିଛି। ସେପଟେ ପ୍ରସଙ୍ଗକୁ ନେଇ ଆଜି ବି ବିଧାନସଭାରେ ଜୋରଦାର ହଟ୍ଟଗୋଳ ହେବାରୁ ଗୃହକୁ ଦୁଇଥର ମୁଲତବୀ ରଖିବାକୁ ପଡ଼ିଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)