କେଉଁ ପରିସ୍ଥିତିରେ କାହିଁକି ବଦଳିଗଲା ବିଜେଡିର ଷ୍ଟାଣ୍ଡ ? କୁଆଡ଼େ ଗଲା ସମଦୂରତା ? ସଂଖ୍ୟାଲଘୁଙ୍କ ସ୍ବାର୍ଥ ଦୃଷ୍ଟିରୁ ପ୍ରଥମ ଥର ପାଇଁ କେନ୍ଦ୍ରର ଏନ୍ଡିଏ ସରକାର ବିପକ୍ଷରେ ଯାଇ ୱାକଫ୍ ବିଲକୁ ବିରୋଧ କରିବାର ନିଷ୍ପତ୍ତି ହଠାତ୍ ୟୁଟର୍ଣ୍ଣ ନେବା ପଛର କାରଣ କଣ ? ପାଣ୍ଡିଆନଙ୍କ ନାଁ ନନେଇ ମାନସ ସନ୍ତାନଙ୍କୁ ବଞ୍ଚାଇବା ପାଇଁ କଂଗ୍ରେସ ୟା ପଛରେ ବିଜେପି-ବିଜେଡି ଭିତରେ ବଡ଼ ଡିଲର ଅଭିଯୋଗ ଆଣିଥିବା ବେଳେ, ସମ୍ଭାବ୍ୟ ଅନ୍ୟ କାରଣକୁ ନେଇ ବି ଚର୍ଚ୍ଚା ଜୋର୍ ଧରିଛି।
Published By: Santosh Kumar Sahoo
Last updated: 04 April 2025, 10:15 PM IST
ପ୍ରଥମଥର ପାଇଁ ବିଜେଡି ବିବାକୁନୁମୋଦିତ ଭୋଟ୍ର ଘଳିଆକୁ ଖୋଲା ରଖି ବିଜେପିକୁ ସମର୍ଥଦେବା ଘଟଣାକୁ ନେଇ ତେଜିଛି ରାଜନୀତି । ପିସିସି ସଭାପତି ଭକ୍ତଦାସ ସିଧାସଳଖ କହିଛନ୍ତି, ଏହା ପଛରେ ରହିଛି ବଡ଼ ଡିଲ୍ ।