Advertisment

ନାଁ ନନେଇ ପାଣ୍ଡିଆନଙ୍କୁ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀଙ୍କ ଟାର୍ଗେଟ୍

ନାଁ ନନେଇ ପାଣ୍ଡିଆନଙ୍କୁ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀଙ୍କ ଟାର୍ଗେଟ୍ । \'କେବଳ ଜଣଙ୍କ ପ୍ରଚାର ପାଇଁ ରାଜ୍ୟ ପର୍ଯ୍ୟଟନର ସବୁ ଟଙ୍କା ବଣ୍ଟା ଚାଲିଥିଲା\'। ଶାଗମାଛ ଦରରେ ବିଜେଡି କର୍ମୀଙ୍କୁ ଦିଆଯାଇଛି ଟୁରିଜିମ ସ୍ପଟ୍: ପ୍ରଭାତୀ। ସବୁ ଆରୋପ ଅମୂଳକ କହିଲା ବିଜେଡି ।

author-image
Sujit kumar Swain
ଅଦ୍ୟତନ ହୋଇଛି

ନାଁ ନନେଇ ପାଣ୍ଡିଆନଙ୍କୁ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀଙ୍କ ଟାର୍ଗେଟ୍ । କେବଳ ଜଣଙ୍କ ପ୍ରଚାର ପାଇଁ ରାଜ୍ୟ ପର୍ଯ୍ୟଟନର ସବୁ ଟଙ୍କା ବଣ୍ଟା ଚାଲିଥିଲା। ଶାଗମାଛ ଦରରେ ବିଜେଡି କର୍ମୀଙ୍କୁ ଦିଆଯାଇଛି ଟୁରିଜିମ ସ୍ପଟ୍: ପ୍ରଭାତୀ। ସବୁ ଆରୋପ ଅମୂଳକ କହିଲା ବିଜେଡି ।

Advertisment
VK Pandian Deputy Chief Minister Pravati Parida
Advertisment
Advertisment