Advertisment

Naveen Patnaik And VK Pandian : 'ରକ୍ଷା ହୋଇଗଲା ବିଜେଡ଼ି ହାରିଗଲା'; ବିଜେଡି ନିଆଁରେ ଘିଅ ଢାଳିଲେ ପାଟ୍ଟଶାଣୀ

'ରକ୍ଷା ହୋଇଗଲା ବିଜେଡ଼ି ହାରିଗଲା, ନଚେତ୍ ଜୟଲଳିତାଙ୍କ ଭଳି ଅବସ୍ଥା ଭୋଗିଥା'ନ୍ତେ ନବୀନ ।' ନବୀନ ପଟ୍ଟନାୟକଙ୍କୁ ପ୍ରସନ୍ନ ପାଟ୍ଟଶାଣୀଙ୍କ ସିଧା ଟାର୍ଗେଟ । ଏମିତି କି ଦିର୍ବଳତା ଅଛି ଯେ ସେ ଏବେ ବି ପାଣ୍ଡିଆନଙ୍କୁ ବଞ୍ଚାଉଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ପ୍ରସନ୍ନ ପାଟ୍ଟଶାଣୀ ।

author-image
Deviprasad Jena

ପାଣ୍ଡିଆନଙ୍କ ପାଇଁ ଓଡିଶା ଲୋକ ଦଳକୁ ପ୍ରତ୍ୟାଖାନ କଲା ପରେ ବି, କ’ଣ ପାଇଁ ନବୀନଙ୍କ ଏ ଦୁର୍ବଳତା ବୋଲି ପ୍ରଶ୍ନ ଉଠାଇଛନ୍ତି ବିଜେପିର ନେତା ପ୍ରସନ୍ନ ପାଟ୍ଟଶାଣି । ପ୍ରସନ୍ନ ପାଟ୍ଟଶାଣି କହିଛନ୍ତି, 'ପାଣ୍ଡିଆନଙ୍କୁ ଖୋଲାଖୋଲି ସମର୍ଥନ କରିବା ଯୋଗୁଁ ନବୀନଙ୍କର ମାର୍କେଟ ଆଉ ନାହିଁ । ତାଙ୍କ କଥାରେ ହିଁ ନବୀନ ମିଛ କଥା କହୁଛନ୍ତି । ବିଜେଡିରେ ନେତାମାନେ ଏବେ ଅଣନିଶ୍ବାସୀ । ତେଣୁ ତାଙ୍କ ନିର୍ଦ୍ଦେଶକୁ ଖୋଲା ଖୋଲି ଉଲଂଘନ କରୁଥିବା ଦେଖିବାକୁ ମିଳିଲାଣି ।'

Advertisment
Naveen Patnaik BJD Prasanna Patasani
Advertisment
Advertisment