Prabhat Tripathy
ମୁଁ ନିଲମ୍ବନ ପ୍ରତ୍ୟାହାର ପାଇଁ ଅନୁରୋଧ କରିନଥିଲି । ଦଳର ଆବଶ୍ୟକତା ଥିଲା ବୋଲି ୨୦୧୭ରେ ମୋ ଉପରୁ ନିଲମ୍ବନ ଆଦେଶ ଦଳ ଉଠାଇଥିଲା । ମୁଁ ଦଳରେ ନାହିଁ ବୋଲି ଗତକାଲି ବିଜେଡି ସଭାପତି ନବୀନ ପଟ୍ଟନାୟକ କହିଥିଲେ । ତାଙ୍କ ଅଫିସ୍ ଏହି ମହା ମିଛ ନବୀନଙ୍କ ମୁହଁରେ କୁହାଇଛନ୍ତି । ଦଳ ସଭାପତି ଏପରି କହିବା ଠିକ୍ ହୋଇନାହିଁ । ବିଜେଡିର ଭବିଷ୍ୟତ ଠିକ୍ ନାହିଁ ବୋଲି ମୁଁ ଭାବୁଛି । ଆଜି ପ୍ରେସମିଟ୍ କରି ବିଜେଡି ସଭାପତିଙ୍କୁ ଏମିତି ଧୋଇଛନ୍ତି ପ୍ରଭାତ ତ୍ରିପାଠୀ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)