Advertisment

Video: ବିଜେଡିକୁ ସଞ୍ଜୀବନୀ ଦେବ କି ପ୍ରତିଷ୍ଠା ଦିବସ ?

ଆସନ୍ତା ୨୬ରେ ବିଜେଡି ପାଳୁଛି ପ୍ରତିଷ୍ଠା ଦିବସ । ୫ ପାଳିର ଶାସନ । ୨୪ ବର୍ଷର କ୍ଷମତା । ଏବେ ଆଉ କିଛି ନାହିଁ । ସେଥିରେ ପୁଣି ନିର୍ବାଚନୀ ବିପର୍ଯ୍ୟୟ ପରଠୁ ଗୋଷ୍ଠୀ କନ୍ଦଳରୁ ଦଳର ଫାଳ ଫାଳ ସ୍ଥିତି ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି

୨୪ ବିପର୍ଯ୍ୟୟ ପରେ ପ୍ରଥମ ଥର ପାଇଁ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଘର ସଜାଡ଼ିବା ପ୍ରୟାସରେ ବିଜେଡି। କନ୍ଦଳରେ ଜର୍ଜ୍ଜରିତ ଦଳକୁ ଏକ କରିବାକୁ ନବୀନଙ୍କ ଉଦ୍ୟମ। ଏଥର ନିର୍ବାଚନମଣ୍ଡଳୀ ୱାରି ପାଳନ ହେବ ପ୍ରତିଷ୍ଠା ଦିବସ। ତେବେ ଗୋଷ୍ଠୀକନ୍ଦଳ ଓ ଆୟୁଷ କଥା ଉଠାଇ ବିଜେପି, ବିଜେଡିକୁ ଛିଗୁଲାଇଇଥିଲା ବେଳେ ରାଜନୈତିକ ସମୀକ୍ଷକଙ୍କ ମତ ଦଳକୁ ଏକ କରି ରଖିବା ନବୀନଙ୍କ ପାଇଁ କାଠିକର ପାଠ ।

Advertisment
Naveen Patnaik BJD
Advertisment
Advertisment