ବାଚସ୍ପତି ନିର୍ବାଚନ ତାରିଖକୁ ନେଇ ବିବାଦ ଓ ବିରୋଧ । ପଶ୍ଚିମ ଓଡ଼ିଶା ଭାବାବେଗ ସହ ଖେଳ ଖେଳୁଛନ୍ତି କି ସରକାର ? ଗଣପର୍ବ ନୂଆଁଖାଇ ଲାଗି ଚଳଚଂଚଳ ସାରା ପଶ୍ଚିମ ଓଡ଼ିଶା । ଆସନ୍ତା ୨୦ ତାରିଖରେ ପାଳନ ହେବାକୁ ଯାଉଥିବା ଏହି ପର୍ବ ଲାଗି ଜୋରସୋରରେ ଚାଲିଛି ପ୍ରସ୍ତୁତି । ହେଲେ ନୂଆଁଖାଇର ଠିକ୍ ପରଦିନ ଅର୍ଥାତ ୨୧ ତାରିଖରେ ବାଚସ୍ପତି ନିର୍ବାଚନ ପାଇଁ ଧାର୍ଯ୍ୟ ହୋଇଛି ସମୟ । ଏଥିପାଇଁ ଆସନ୍ତା ୧୮ରେ ହେବ ନାମାଙ୍କନ ଦାଖଲ ।
Published By: Tanmay Kumar Mahalik
Last updated: 14 September 2023, 09:35 PM IST
ପ୍ରସନ୍ନ ଆଚାର୍ଯ୍ୟଙ୍କ ନିଶାନାରେ ବିଧାୟକ ରୋହିତ ପୂଜାରୀ ? ରେଢ଼ାଖୋଲରେ ପ୍ରସନ୍ନଙ୍କ ଅଭିଭାଷଣକୁ ନେଇ ଚର୍ଚ୍ଚା