ବିଦେଶରୁ ଫେରିଲେ, ପାଟି ଫିଟାଇଲେନି
କିଛି କହିଲେନି ସସ୍ମିତ। ବିଦେଶ ଗସ୍ତରୁ ଫେରିଲେ ସାଂସଦ ସସ୍ମିତ ପାତ୍ର । ତେବେ ଦିଲ୍ଲୀରେ ପହଞ୍ଚିବା ପରେ କିଛି କହିବାକୁ ସେ ମନା କରିଛନ୍ତି । ୱକଫ ଭୋଟିଂକୁ ନେଇ ବିବାଦ ବଢ଼ିଥିଲେ ବି ସେ କିଛି କହିନାହାନ୍ତି । ଦଳ ଏନେଇ ସ୍ପଷ୍ଟୀକରଣ ଦେବ ବୋଲି କହିଛନ୍ତି ସସ୍ମିତ। ତେବେ ପୂର୍ବରୁ ସେ କହିଥିଲେ ବିଦେଶରୁ ଫେରିଲେ ସବୁ କହିବେ ବୋଲି । ମାତ୍ର ଏବେ ଫେରିବା ପରେ ବି କିଛି କହିନାହାନ୍ତି ସସ୍ମିତ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)