Opposition targets Odisha bureaucrats for participation in public meeting
ବିରୋଧୀଙ୍କ ନିଶାନାରେ 5T ସଚିବ। ଅପରାଜିତାଙ୍କ ପରେ ଜୁଏଲ୍ ଓରାମ୍ ସିଧାସଳଖ ନାଁ ନେଇ 5T ସଚିବଙ୍କୁ ଆକ୍ରମଣ କରିଥିବା ବେଳେ ସରକାରୀ ଚାକିରିରେ ଥାଇ ରାଜନୀତି ନକରିବାକୁ କହିଛନ୍ତି ମନମୋହନ ସାମଲ। ସେପଟେ ପିସିସି ସଭାପତି ମଧ୍ୟ 5T ସଚିବଙ୍କ ଗସ୍ତକୁ କଂଗ୍ରେସ ପ୍ରତିବାଦ କରିବ ବୋଲି ଚେତାବନୀ ଦେବା ସହ ଏହା ସମ୍ବିଧାନ ବିରୋଧୀ ବୋଲି କହିଛନ୍ତି। ଯାହାକୁ ନେଇ ତେଜିଛି ରାଜ୍ୟ ରାଜନୀତି। ସେପଟେ ବିଜେଡି ଏସବୁ ଅଭିଯୋଗର ଜବାବ୍ ରଖିଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)