Advertisment

'ସୁଭଦ୍ରା' ନେଇ ସରକାରଙ୍କୁ ଘେରିଲେ ବିରୋଧୀ

ମହିଳାଙ୍କ ସୁଭଦ୍ରା ପୋର୍ଟାଲରେ ପୁରୁଷ କଲେ ଆବେଦନ । ଆଉ ପୁରୁଷଙ୍କ ଆବେଦନକୁ ନେଇ ସରକାରଙ୍କୁ ଘେରିଲାଣି ବିରୋଧୀ । ଅଧାରକାର୍ଡ ଜରିଆରେ ଯଦି ମହିଳା ଆବେଦନ କରିଥା’ନ୍ତି ତେବେ ପୁରୁଷମାନେ କେମିତି ଆବେଦନ କଲେ ବୋଲି ବିଜେଡି କହିଛି ।

author-image
Sonali Ojha

ମହିଳାଙ୍କ ସୁଭଦ୍ରା ପୋର୍ଟାଲରେ  ପୁରୁଷ କଲେ ଆବେଦନ । ଆଉ ପୁରୁଷଙ୍କ ଆବେଦନକୁ ନେଇ ସରକାରଙ୍କୁ ଘେରିଲାଣି ବିରୋଧୀ । ଅଧାରକାର୍ଡ ଜରିଆରେ ଯଦି ମହିଳା ଆବେଦନ କରିଥା’ନ୍ତି ତେବେ ପୁରୁଷମାନେ କେମିତି ଆବେଦନ କଲେ ବୋଲି ବିଜେଡି କହିଛି ।

Advertisment
BJD BJP Subhadra
Advertisment
Advertisment