Opposition Crosses All Limits
ଗଣତନ୍ତ୍ରର ମନ୍ଦିର ରାଜ୍ୟ ବିଧାନସଭା । ପ୍ରଶ୍ନକାଳ ଆରମ୍ଭ ହେଉ ହେଉ ଗୃହରେ ଆଜି ଦେଖିବାକୁ ମିଳିଥିଲା ବିଶୃଙ୍ଖଳିତ ଚିତ୍ର । ଚିକିଟି ମଦ ମୃତ୍ୟୁ ଘଟଣାରେ ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ବିରୋଧୀ ବିଜେଡି ଓ କଂଗ୍ରେସ ଗୃହ ମଧ୍ୟଭାଗକୁ ଆସି ହଙ୍ଗାମା କରିଥିଲେ । ପୋଡିଅମ ତଳେ ନାରାବାଜିରେ ମନ ପୂରିଲା ନାହିଁ । ଗୃହର ମର୍ଯାଦାକୁ ଦଳି ମକଚି ମହିଳା ବାଚସ୍ପତି ସୁରମା ପାଢୀଙ୍କ ପୋଡିଅମ ଉପରକୁ ଚଢିବାକୁ କେମିତି ଉଦ୍ୟମ କରୁଥିଲେ ବିଜେଡିର ଦୁଇ ବିଧାୟକ ରୋମାଞ୍ଚ ରଂଜନ ବିଶ୍ବାଳ ଓ ମାଧବ ଧଡା । ତାଙ୍କୁ ଚଢ଼ିବାରେ ସାହାଯ୍ୟ କରୁଛନ୍ତି ତଳେ ଥିବା ବିଧାୟକମାନେ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)