Revenue Min Slams Opposition
ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବିରୋଧୀଙ୍କ ବିରୋଧକୁ ନେଇ ରାଜସ୍ୱ ମନ୍ତ୍ରୀଙ୍କ ତୀବ୍ର ନିନ୍ଦା । ଯେଉଁ ସମୟରେ ସରକାରୀ ସହାୟତା ଆବଶ୍ୟକ, ସେ ସମୟରେ ବିରୋଧ ଗ୍ରହଣୀୟ ନୁହେଁ । ବିରୋଧୀ ଗାଁ ଲୋକଙ୍କୁ ଉସୁକାଇ ରାସ୍ତା ଅବରୋଧ କରି ମୋତେ ବିରୋଧ କଲେ । ତାଙ୍କ ପ୍ଲାନ ମୋ ପାଇଁ ସୁଯୋଗ ସୃଷ୍ଟି କଲା । କ୍ଷତିଗ୍ରସ୍ତ ଲୋକଙ୍କ ସହ ଆଲୋଚନା କରିବାକୁ ସାହାଯ୍ୟ କଲା । ତେବେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ କ୍ଷତିଗ୍ରସ୍ତଙ୍କ ସହ ଦଳମତ ନିର୍ବିଶେଷରେ ସମସ୍ତେ ପହଞ୍ଚି ସାହାଯ୍ୟ କରିବା କଥା ବୋଲି କହିଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)