Advertisment

ଯେକୌଣସି ମୁହୂର୍ତ୍ତରେ ଘୋଷଣା ହୋଇପାରେ ପଞ୍ଚାୟତ ନିର୍ବାଚନ ତାରିଖ

ଯେକୌଣସି ମୁହୂର୍ତ୍ତରେ ଘୋଷଣା ହୋଇପାରେ ପଞ୍ଚାୟତ ନିର୍ବାଚନ ତାରିଖ। ଆସନ୍ତାକାଲି ସର୍ବଦଳୀୟ ବୈଠକ ଡାକିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ।ଏହାପରେ ଦିନେ ଦୁଇ ଭିତରେ ତାରିଖ ଘୋଷଣା ହେବାର ଯଥେଷ୍ଟ ସମ୍ଭାବନା ରହିଛି। କୋଭିଡ୍ ଭିତରେ ନିର୍ବାଚନ ହେବାକୁ ଥିବାରୁ ସମସ୍ତଙ୍କ ନଜର ଗାଇଡଲାଇନ୍ ଉପରେ ରହିଛି। ସେପଟେ ଭୋଟର୍ ଲିଷ୍ଟ ପ୍ରସ୍ତୁତିରେ ଚଂଚକତା ହୋଇଥିବା ଅଭିଯୋଗ ଆଣିଛି ବିଜେପି।

author-image
Chandan Shishu
ଅଦ୍ୟତନ ହୋଇଛି

ଭୁବନେଶ୍ୱର: ଯେକୌଣସି ମୁହୂର୍ତ୍ତରେ ଘୋଷଣା ହୋଇପାରେ ପଞ୍ଚାୟତ ନିର୍ବାଚନ ତାରିଖ। ଆସନ୍ତାକାଲି ସର୍ବଦଳୀୟ ବୈଠକ ଡାକିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ।ଏହାପରେ ଦିନେ ଦୁଇ ଭିତରେ ତାରିଖ ଘୋଷଣା ହେବାର ଯଥେଷ୍ଟ ସମ୍ଭାବନା ରହିଛି। କୋଭିଡ୍ ଭିତରେ ନିର୍ବାଚନ ହେବାକୁ ଥିବାରୁ ସମସ୍ତଙ୍କ ନଜର ଗାଇଡଲାଇନ୍ ଉପରେ ରହିଛି। ସେପଟେ ଭୋଟର୍ ଲିଷ୍ଟ ପ୍ରସ୍ତୁତିରେ ଚଂଚକତା ହୋଇଥିବା ଅଭିଯୋଗ ଆଣିଛି ବିଜେପି।

Advertisment
Election Commission Panchayat Election
Advertisment
Advertisment