Odisha Politics BJD
ବରୀ, ବାଲିକୁଦା-ଏରସମା, କାକଟପୁର। ସପ୍ତମ ପର୍ଯ୍ୟାୟରେ ବିଜେଡି ଘୋଷଣା କରିଥିବା ୬ ବିଧାନସଭା ମଧ୍ୟରୁ ଏହି ୩ ଆସନରେ ଚରମରେ ବିଦ୍ରୋହ। ଟିକେଟ ଘୋଷଣା ହେଉ ହେଉ ଆଶାୟୀଙ୍କ ବିରୋଧ । ନେତୃତ୍ୱକୁ ଚାଲେଞ୍ଜ। ବରୀରେ ବିଧାୟିକା ସୁନନ୍ଦା ଦାସଙ୍କ ଟିକଟ୍ କଟିବା ପରେ ସେ ଖୋଲାଖୋଲି ଅସନ୍ତୋଷ ବ୍ୟକ୍ତ କରିଛନ୍ତି। କହିଛନ୍ତି ମୋ ରିପୋର୍ଟ କାର୍ଡ ଆଉ ସର୍ଭେ ଭଲ ଥିଲା ବୋଲି ଦଳ କହିଥିଲା। ହେଲେ କେଉଁ ଗ୍ରାଉଣ୍ଡରେ ଟିକେଟ କାଟିଲା ଦଳ ? ଦଳରେ ଥିବା କୁଚକ୍ରୀ ଗୋଷ୍ଠୀ ଟିକଟ୍ କାଟି ଦେଲେ, ତାଙ୍କ କଥା ଜଗନ୍ନାଥ ବିଚାର କରିବେ ବୋଲି କାନ୍ଦ କାନ୍ଦ ହୋଇ କହିଛନ୍ତି ସୁନନ୍ଦା।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)