modi
ବର୍ଷପୂର୍ତ୍ତି_ଉତ୍ସବ_ପରେ_ସଂଗଠନ_ସଜାଡ଼ିବା_ଚ୍ୟାଲେଞ୍ଜ୍
ମୋଦିଙ୍କ ଗସ୍ତ ପରେ ଉତ୍ସାହିତ ରାଜ୍ୟ ବିଜେପି କ୍ୟାମ୍ପ ଓ ଟିମ୍ ସିଏମ୍ ମୋହନ। କାହିଁକିନା ବର୍ଷ ପୂର୍ତ୍ତି ଉତ୍ସବରେ ମୋହନ ସରକାରଙ୍କ କାମରେ ଖୁସି ହୋଇ ପ୍ରଶଂସା ଢାଳିଛନ୍ତି ପିଏମ୍ ମୋଦି। ଏପଟେ ବର୍ଷପୂର୍ତ୍ତି କାର୍ଯ୍ୟକ୍ରମ ଓ ମୋଦିଙ୍କ ଗସ୍ତ ପରେ ମନ୍ତ୍ରୀମଣ୍ଡଳ ଏବଂ ବୋର୍ଡ ନିଗମ ନିଯୁକ୍ତି କାମ ତ୍ବରାନ୍ବିତ ହେବ ତ । ଏମିତି ଗଦା ଗଦା ପ୍ରଶ୍ନ ଭିତରେ ଇସାରା ଦେଇ ପ୍ରଭାରୀ ବିଜୟପାଲ ସିଂ ତୋମାର କହିଛନ୍ତି ରଥଯାତ୍ରା ପରେ ଏ ସଂକ୍ରାନ୍ତରେ ନିଷ୍ପତ୍ତି ହେବ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)