Advertisment

BJD: ବିଜେଡିରେ ବରିଷ୍ଠଙ୍କ ବିଦ୍ରୋହ ଆରମ୍ଭ

ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ମଲ୍ଲିକ ନବୀନଙ୍କ ନାଲି ଆଖିକୁ ଡରି ନାହାନ୍ତି । ସିଧା ସିଧା ନବୀନଙ୍କୁ ଜବାବ ଦେଇଛନ୍ତି । ହୋଟେଲରେ ବିଜେଡି ନେତାଙ୍କ ମେଳି ପ୍ରସଙ୍ଗରେ ନବୀନ ଦେଇଥିବା ନିର୍ଦ୍ଦେଶକୁ ସେ ମାନିବାକୁ ନାରାଜ ।

author-image
Santosh Kumar Sahoo

ନାଲି ଆଖି କେହି ଦେଖାଇ ପାରିବେ ନାହିଁ । ଆମେ ଚାକିରି କରିଛୁ ନା କ’ଣ ? ପାର୍ଟି ମିଟିଂ ସମୟରେ ଶଙ୍ଖଭବନ ଯିବୁ, ଅନ୍ୟ ସମୟରେ କାହିଁକି ଯିବୁ ? ବୟସ ହେଲାଣି, କେଉଁ ହୋଟେଲରେ ବସିଲେ ସେଥିରେ ଭୟ କରିବାର କ’ଣ ଅଛି ? ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ମଲ୍ଲିକ ନବୀନଙ୍କ ନାଲି ଆଖିକୁ ଡରି ନାହାନ୍ତି । ସିଧା ସିଧା ନବୀନଙ୍କୁ ଜବାବ ଦେଇଛନ୍ତି । ହୋଟେଲରେ ବିଜେଡି ନେତାଙ୍କ ମେଳି ପ୍ରସଙ୍ଗରେ ନବୀନ ଦେଇଥିବା ନିର୍ଦ୍ଦେଶକୁ ସେ ମାନିବାକୁ ନାରାଜ ।

Advertisment
Odisha Naveen Patnaik BJD
Advertisment
Advertisment