ମନମୋହନଙ୍କ ଖୋଲା ଚ୍ୟାଲେଞ୍ଜ
ରାଜଚକ୍ରଙ୍କ ଠାରୁ ଟଙ୍କା ନେଇ ନାହାନ୍ତି କୌଣସ ବି ବିଜେପି ନେତା । ରାଜା ଚକ୍ରଙ୍କ ଓକିଲଙ୍କ ଚାଞ୍ଚଲ୍ୟକର ବୟାନକୁ ଆଜି ଦୃଢଭାବେ ଖଣ୍ଡନ କରିବା ସହ ନିଜ ଆକାଉଣ୍ଟ ନମ୍ବର ଦେଇ ଯାଞ୍ଚ କରିବାକୁ ଚ୍ୟାଲେଞ୍ଜ ଦେଇଛନ୍ତି ବିଜେପି ରାଜ୍ୟ ସଭାପତି । ଅପରପକ୍ଷେ ବିଜେପି ମଧ୍ୟ ଏହା ଉପରେ କଡ଼ା ପ୍ରତିକ୍ରିୟା ରଖି ନିଜ ମହକିଲଙ୍କ ସୁରକ୍ଷା ପାଇଁ ବାର୍ ଆସୋସିଏସନ୍ ସଭାପତି ମିଛ କହୁଥିବାର ଅଭିଯୋଗ କରିଛି । ସେପଟେ କଂଗ୍ରେସ କିନ୍ତୁ ଜଣେ ହାଇକୋର୍ଟଙ୍କ ଜଜ୍ଙ୍କ ଦ୍ବାରା ଅଭିଯୋଗର ତଦନ୍ତ ଦାବି କରିଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)