BJD
ବିଜେଡି ପରାଜୟ ନେଇ ଜଣଙ୍କ ପରେ ଜଣେ ବରିଷ୍ଠ ନେତା ମୁହଁ ଖୋଲିବା ପରେ ଗତକାଲି ମହେଶ ସାହୁ ଆଉ ଆଜି ଭୂପିନ୍ଦର ସିଂ ବି ହାରିବା କାରଣ ବଖାଣିଛନ୍ତି। ଦଳର ପରାଜୟ ପଛରେ ଭୁଲ୍ ଟିକେଟ ବଣ୍ଟନ ବ୍ୟବସ୍ଥା ବୋଲି ଦାବି କରିଛନ୍ତି ପୂର୍ବତନ ସାଂସଦ ମହେଶ ସାହୁ। ସମ୍ବଲପୁରରୁ ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଲଢିବା ନିଷ୍ପତ୍ତି ଭୁଲ୍ ଥିଲା, ଯାଜପୁରରେ ଲଢିଥିଲେ ଅଧିକ ଲାଭ ହୋଇଥାନ୍ତା।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)