Advertisment

ଠିକ୍ସ ମୟରେ ଆକ୍ସନ ନେବେ ନବୀନ

‘#ଠିକ୍_ସମୟରେ_ଆକ୍ସନ_ନେବେ_ନବୀନ’ ନବୀନ ପଟ୍ଟନାୟକ ସବୁ କିଛି ଅନୁଧ୍ୟାନ କରିବେ ଓ ଠିକ୍ ସମୟରେ ଆକ୍ସନ ନେବେ । କାରଣ ସବୁ ଜିନିଷର ଅନ୍ତ ଘଟିବ । ବିଜେଡି ଅଧିକ ଶକ୍ତିଶାଳୀ ହେବ । ନଦୀ ଯାଇ ସମୁଦ୍ରରେ ମିଶିବ । ଆଜି ଏପରି କହିଛନ୍ତି ବିଜେଡି ନେତା ଅରୁଣ ସାହୁ।

author-image
Saroj Kumar Jena

‘#ଠିକ୍_ସମୟରେ_ଆକ୍ସନ_ନେବେ_ନବୀନ’ 
ନବୀନ ପଟ୍ଟନାୟକ ସବୁ କିଛି ଅନୁଧ୍ୟାନ କରିବେ ଓ ଠିକ୍ ସମୟରେ ଆକ୍ସନ ନେବେ । କାରଣ ସବୁ ଜିନିଷର ଅନ୍ତ ଘଟିବ । ବିଜେଡି ଅଧିକ ଶକ୍ତିଶାଳୀ ହେବ । ନଦୀ ଯାଇ ସମୁଦ୍ରରେ ମିଶିବ । ଆଜି ଏପରି କହିଛନ୍ତି ବିଜେଡି ନେତା  ଅରୁଣ ସାହୁ। 

Advertisment
Naveen Patnaik BJD BJP Arun Sahoo
Advertisment
Advertisment