Advertisment

ଏବେ ବି ଏକ୍‌ ନବୀନ-ପାଣ୍ଡିଆନ୍‌ !

ହମ୍‌  ଦୋନୋ  ସାଥ୍‌  ସାଥ୍‌... ଜିତେଙ୍ଗେ ହମ୍‌ ହାରେଙ୍ଗେ ହମ୍‌... ମୁଖ୍ୟମନ୍ତ୍ରୀ ଥିବାବେଳେ ଛାଇ ହୋଇଥିଲି, ପଦ ଯିବା ପରେ ବି ନବୀନଙ୍କ ସାଥୀରେ ସେମିତି ଅଛି...ଏବେ ବି ଏକ୍‌  ନବୀନ- ପାଣ୍ଡିଆନ୍‌...

author-image
Namita Biswal
ଅଦ୍ୟତନ ହୋଇଛି

ହମ୍‌  ଦୋନୋ  ସାଥ୍‌  ସାଥ୍‌... ଜିତେଙ୍ଗେ ହମ୍‌ ହାରେଙ୍ଗେ ହମ୍‌... ମୁଖ୍ୟମନ୍ତ୍ରୀ ଥିବାବେଳେ ଛାଇ ହୋଇଥିଲି, ପଦ ଯିବା ପରେ ବି ନବୀନଙ୍କ ସାଥୀରେ ସେମିତି ଅଛି... ଭାଙ୍ଗିନି ସମ୍ପର୍କ, କି ବିଶ୍ବାସର ବନ୍ଧ... ଏବେ ବି ଏକ୍‌  ନବୀନ- ପାଣ୍ଡିଆନ୍‌... ନିର୍ବାଚନ ପୂର୍ବରୁ ଭୋଟ୍‌ ଭିକ୍ଷା ପାଇଁ ଯେମିତି ଦୁହେଁ ଦେଖିବାକୁ ମିଳୁଥିଲେ ଏବେ ବି ଠିକ୍‌ ପାଣ୍ଡିଆନ୍‌ ଓ ନବୀନଙ୍କୁ ଏକାଠି ଦେଖିବାକୁ ମିଳୁଛନ୍ତି । ଏପଟେ ବିଧାନସଭା କମ୍ପୁଛି, ସେପଟେ କୋଏମ୍ବାଟୁର୍‌ରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । 

Advertisment
Naveen Patnaik BJD Odisha Politics VK Pandian
Advertisment
Advertisment