‘ସୁଭଦ୍ରା’କୁ ନେଇ ନବୀନଙ୍କ ଟାର୍ଗେଟ୍ । ବିଜେପିକୁ ନିଶାନା କଲେ ନବୀନ । ନବୀନଙ୍କୁ ବି ମନମୋହନ ଦେଲେ କଡ଼ା ଜବାବ । ଅନ୍ତର୍ଜାତୀୟ ମହିଳା ଦିବସରେ ବିଜେଡି କାର୍ଯ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ନବୀନ କହିଛନ୍ତି, ଡବଲ୍ ଇଞ୍ଜିନ ସରକାର ମିଶନ ଶକ୍ତି କାର୍ଯ୍ୟକ୍ରମକୁ ବନ୍ଦ କରିବାକୁ ଚେଷ୍ଟା କରୁଛି । ପ୍ରଚାର ପାଇଁ ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ମାଆମାନଙ୍କୁ ଦିନକୁ ୨୭ ଟଙ୍କା ଦେଇ ବିଭ୍ରାନ୍ତ କରୁଛନ୍ତି ।
Published By: Santosh Kumar Sahoo
Last updated: 09 March 2025, 05:19 PM IST
ଅନ୍ତର୍ଜାତୀୟ ମହିଳା ଦିବସରେ ରାଷ୍ଟ୍ରପତିଙ୍କୁ ଚିଠି ଲେଖି ମହିଳାଙ୍କୁ ଗୋଟିଏ ମର୍ଡର କରିବାର ଅଧିକାର ଦେବା ପାଇଁ ଦାବି କଲେ ଏନସିପି(ଶରଦ ଗୋଷ୍ଠୀ) ନେତ୍ରୀ ରୋହିଣୀ ଖଡସେ । ଏହା ପଛରେ ଦେଲେ ବଡ଼ କାରଣ । ପଢନ୍ତୁ ପୁରା ଖବର