Advertisment

ପୁଣି ପାଣ୍ଡିଆନଙ୍କ ପାଇଁ ନବୀନଙ୍କ ଓକିଲାତି

ଭି.କେ ପାଣ୍ଡିଆନଙ୍କ ସମର୍ଥନରେ ବାହାରି ନବୀନ କହିଛନ୍ତି, ପାଣ୍ଡିଆନ କେବଳ ରାଜ୍ୟ ପାଇଁ ନୁହେଁ ଦଳ ପାଇଁ ବି ବହୁତ କାମ କରିଛନ୍ତି। ତାଙ୍କୁ କୌଣସି ପ୍ରକାର ବଦନାମ କରାଯିବା ଉଚିତ ନୁହେଁ।

author-image
Saroj Kumar Jena

ପୁଣି ଥରେ ପାଣ୍ଡିଆନଙ୍କ ପାଇଁ ନବୀନଙ୍କ ଓକିଲାତି । ଭି.କେ ପାଣ୍ଡିଆନଙ୍କ ସମର୍ଥନରେ ବାହାରି ନବୀନ କହିଛନ୍ତି, ପାଣ୍ଡିଆନ କେବଳ ରାଜ୍ୟ ପାଇଁ ନୁହେଁ ଦଳ ପାଇଁ ବି ବହୁତ କାମ କରିଛନ୍ତି। ତାଙ୍କୁ କୌଣସି ପ୍ରକାର ବଦନାମ କରାଯିବା ଉଚିତ ନୁହେଁ। ପାଣ୍ଡିଆନ୍ ପ୍ରାୟ ୧୦ ମାସ ତଳୁ ପାର୍ଟି ଛାଡ଼ି ସାରିଛନ୍ତି। ସେ ଦଳର କୌଣସି କାର୍ଯ୍ୟରେ ସାମିଲ ହେଉନାହାନ୍ତି ବୋଲି କହିଛନ୍ତି ନବୀନ।

Advertisment
Naveen Patnaik BJD VK Pandian
Advertisment
Advertisment