Ulb Election Violence
ପଞ୍ଚାୟତ ଭଳି ପୌର ନିର୍ବାଚନବେଳେ ବି ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଛି ହିଂସା ଓ ଉତ୍ତେଜନାର ମାଳମାଳ ଚିତ୍ର । କେଉଁଠି ବୁଥ୍ ରିଗିଂ ତ କେଉଁଠି ଟଙ୍କା ବଣ୍ଟା ଉଦ୍ୟମ ବେଳେ ହୋଇଛି ଗଣ୍ଡଗୋଳ ସାଙ୍ଗକୁ ମାରପିଟ୍ । ଧାମନଗରରେ ଭୁଜାଲି ମାଡ଼ରେ ଜଣେ ଯୁବକ ଗୁରୁତର ଆହତ ହୋଇଥିବା ବେଳେ ପିପିଲିରେ ଜଣେ ପୋଲିଂ ଏଜେଣ୍ଟଙ୍କୁ ହୋଇଛି ଆକ୍ରମଣ । ଚିକିଟିରେ ନେତାଙ୍କ ଗାଡ଼ି ଭଙ୍ଗାରୁଜା ହୋଇଥିବା ବେଳେ ପାଟଣାଗଡ଼ରେ ବିଧାୟକଙ୍କ ଭାଇଙ୍କୁ ଧୁମ୍ ଛେଚିଛନ୍ତି ଉତ୍ତ୍ୟକ୍ତ ଲୋକେ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)