“How Are They Called Senior?”: Mahesh Sahu Critiques BJD’s Candidate Selection
Advertisment
By clicking the button, I accept the Terms of Use of the service and its Privacy Policy, as well as consent to the processing of personal data.
Don’t have an account? Signup
“How Are They Called Senior?”: Mahesh Sahu Critiques BJD’s Candidate Selection
#ସମସ୍ତେ_କ’ଣ_ପଦବୀ_ପାଇବେ? ’
‘ସମସ୍ତେ କ’ଣ ପଦବୀ ପାଇବେ? ଯେଉଁମାନେ ବ୍ଲକ ଯାଇପାରୁନାହାନ୍ତି ସେ ନିଜକୁ ବରିଷ୍ଠ କେମିତି କହୁଛନ୍ତି। ଦିନେ ନିର୍ବାଚନ ମଣ୍ଡଳୀ ଯାଇନଥିବା ଲୋକଙ୍କୁ ବି ସାଂସଦ ଟିକେଟ୍ ମିଳିଗଲା ।’ ବିଜେଡି ରାଜ୍ୟସଭା ସାଂସଦ ମୁନା ଖାନ୍ ଇସ୍ତଫା ଦେଇଥିବା ଚର୍ଚ୍ଚା ହେଉଥିବା ବେଳେ ଏପରି କହିଛନ୍ତି ଦଳର ବରିଷ୍ଠ ନେତା ମହେଶ ସାହୁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)