Advertisment

ମହିଳା ଭୋଟର ଆମ ପଟକୁ ଢଳୁଥିବାରୁ ମୁଖ୍ୟମନ୍ତ୍ରୀ ବିବ୍ରତ: ବିଜେପି

ବିଜେଡି ସରକାର ମହିଳା ବିରୋଧୀ ଓ ରାଜ୍ୟରେ ନାରୀ ନିର୍ଯାତନା ବୃଦ୍ଧି ପ୍ରସଙ୍ଗକୁ ନେଇ ବିଜେପି ଯେଉଁଭଳି ଢଙ୍ଗରେ ବିଜେଡି ସରକାରକୁ ଘନଘନ ନିଶାନା କରୁଛି, ତାର କାଉଣ୍ଟର ଲାଗି ମୁଖ୍ୟମନ୍ତ୍ରୀ ଏଭଳି ଆଭିମୁଖ୍ୟ ଆପଣାଇଥିବା ଚର୍ଚ୍ଚା ହେଉଛି।

author-image
Tanmay Kumar Mahalik

ଝାରସୁଗୁଡା ବିଜୟ ଉତ୍ସବରେ ନବୀନଙ୍କ ଭାଷଣକୁ ନେଇ ଚର୍ଚ୍ଚା। ନାଁ ନ ନେଇ ବିଜେପିକୁ ଟାର୍ଗେଟ୍, ମହିଳାକୁ ଅସମ୍ମାନ ଓ ଡବଲ ଇଞ୍ଜିନ ପ୍ରସଙ୍ଗକୁ ନେଇ ବି ନିଶାନା। ୨୪ ନିର୍ବାଚନ ପୂର୍ବରୁ ବିଜେଡିର ଭାଙ୍ଗୁଥିବା ମହିଳା ଭୋଟବ୍ୟାଙ୍କ୍ ଏକଜୁଟ୍ କରିବା ଲକ୍ଷ୍ୟରେ ଦଳ ପୁଣି ଖେଳୁଛି କି ମହିଳା କାର୍ଡ। ତାକୁ ନେଇ ଚର୍ଚ୍ଚା ଚାଲିଥିବାବେଳେ ତେଣେ ମୁଖମନ୍ତ୍ରୀଙ୍କୁ ପାଲଟା ନିଶାନା କରିଛି ବିଜେପି।

Advertisment
BJD General Election 2024
Advertisment
Advertisment