Prabhat Biswal
୧୨ ବର୍ଷ ତଳର ମିଡ୍ ନାଇଟ ଅପରେସନ୍ କଥା ମନେ ପକାଇଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ। ସେ କହିଛନ୍ତି, ମେ’ ୨୯କୁ ଜୀବନରେ କେବେ ଭୁଲି ପାରିବିନି। ମିଡ୍ ନାଇଟ୍ ଅପରେସନରେ ସାମିଲ ନଥିଲି। ସେତେବେଳର ଦୁଇ ଜଣ ମନ୍ତ୍ରୀ ତାଙ୍କୁ ଫସାଇ ଦେଇଥିଲେ। ସେହି ଦୁଇ ନେତାଙ୍କ ପାଇଁ କ୍ୟାରିୟର ପ୍ରଭାବିତ ହୋଇଛି। ସେମାନେ ଚୋରି କରି ମୋ ମୁଣ୍ଡରେ ଅଠା ବୋଳିଲେ। ଏବେ ସେମାନେ ଫଳ ଭୋଗୁଛନ୍ତି ବୋଲି ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି ପ୍ରଭାତ ବିଶ୍ବାଳ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)