ବିଶାଲ ଅଟକ ହାଇଡ୍ରାମା !
ସ୍ବର୍ଗତ ନବ ଦାସଙ୍କ ଝିଅ ଦୀପାଳିଙ୍କ ନିର୍ବାଚନ ପରାଜୟ ବଦଲା ଚକ୍କରରେ ଭାଇ ବିଶାଲଙ୍କ ସହ ନିଜେ ଫସିଗଲେ କି ଦୀପାଳି ? କେବଳ ଯେ, ଦୀପାଳିଙ୍କ ଅନାସ୍ଥା ଭୋଟ୍ ଷଡ଼ଯନ୍ତ୍ର ବର୍ଷକ ପାଇଁ ପଣ୍ଡ ହେଲା ତା’ନୁହେଁ, ବରଂ ଦୀପାଳି ଓ ବିଶାଲଙ୍କ ପାଇଁ ବଢ଼ିଲା ଅଡ଼ୁଆ । ସମିତି ସଭ୍ୟ ଓ ସରପଞ୍ଚଙ୍କ ନିଖୋଜ ମାମଲା ଏବଂ ଛତିଶଗଡ଼ ସରାଇପାଲିରେ ଏକ ହୋଟେଲରେ ଗଣ୍ଡଗୋଳ ଅଭିଯୋଗ ଘଟଣାରେ ବିଶାଲଙ୍କ ସମେତ କିଛି ପଞ୍ଚାୟତ ପ୍ରତିନିଧିଙ୍କୁ ଗତକାଲି ରାତିରୁ ଅଟକ କରିଥିଲା ପୋଲିସ୍ । କିନ୍ତୁ ଆଜି ସେମାନଙ୍କୁ ଛାଡ଼ି ଦେଇଛି । ସେପଟେ ପୁରା ଘଟଣାକ୍ରମକୁ ନେଇ ଗତକାଲିଠୁ ଲାଗିରହିଛି ପଲିଟିକାଲ୍ ହାଇଡ୍ରାମା।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)