Advertisment

Bobby Das: ବିରାଡି ବୈଷ୍ଣବ ବବି

ଅଙ୍ଗୁର ଖାଇ ନ ପାରିଲେ ଖଟା। ୨୪ ବର୍ଷ କ୍ଷମତାରେ ରହିଥିବା ବବି ଦାସ ଏବେ କହୁଛନ୍ତି, ଆମର କ୍ଷମତା ଦରକାର ନାହିଁ, କେବଳ ଆପଣଙ୍କ ଆଶୀର୍ବାଦ ଲୋଡ଼ା। ବାପା ଅଶୋକ ଦାସଙ୍କ ପରେ ଯାଜପୁର ଜିଲ୍ଲାର କୋରେଇ ନିର୍ବାଚନ ମଣ୍ଡଳୀକୁ ଭୁଲିଯାଇଥିବା ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ଓରଫ ବବି, ବନ୍ଧୁମିଳନ କରି ଚେଷ୍ଟା କରିଛନ୍ତି କୋରେଇ ଲୋକଙ୍କୁ ତେଲ ମାରିବାକୁ।

author-image
Chinmayee Sahoo

Odisha Politics Bobby Das Politics
Advertisment
Advertisment