Advertisment

PM Gayab Post: 'ପିଏମ୍‌ ଗାୟବ୍' ପୋଷ୍ଟ; କଂଗ୍ରେସ୍ ଛାପିଲା, ବିଜେପି ଧୋଇଦେଲା

ସମ୍ୱେଦନଶୀଳ ଘଟଣାରେ ବି ହୀନ ରାଜନୀତି ଛାଡୁନି କଂଗ୍ରେସ । ସୋଶାଲ ମିଡିଆରେ କଂଗ୍ରେସର 'ଗାଏବ ପୋଷ୍ଟ'କୁ ନେଇ ଘନଉଛି ବିବାଦ । ବିଜେପି ଦେଲା କଡ଼ା ଜବାବ ।

author-image
Namita Biswal
ଅଦ୍ୟତନ ହୋଇଛି

ବିଜେପି ଓ କଂଗ୍ରେସର ପୋଷ୍ଟର ୱାର୍ । କଂଗ୍ରେସ୍ ଛାପିଲା, ବିଜେପି ଧୋଇଦେଲା । କଂଗ୍ରେସ ପାକିସ୍ତାନ ଶବ୍ଦ କହୁଛି କହି କଡ଼ା ଜବାବ ଦେଲା ବିଜେପି । ସମ୍ୱେଦନଶୀଳ ଘଟଣାରେ ବି ହୀନ ରାଜନୀତି ଛାଡୁନି କଂଗ୍ରେସ । ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅନୁପସ୍ଥିତିକୁ ନେଇ ପରୋକ୍ଷରେ କରିଛି ନିଶାନା। ସୋସିଶାଲ ମିଡିଆରେ କଂଗ୍ରେସର 'ଗାଏବ ପୋଷ୍ଟ'କୁ ନେଇ ଘନଉଛି ବିବାଦ । ବିଜେପି ବି ରଖିଛି କଡ଼ା ଜବାବ ।  

Advertisment
PM Modi BJP Congress
Advertisment
Advertisment