Advertisment

ସରୁନି କଂଗ୍ରେସର ହାଇଡ୍ରାମା; ରାଜରାସ୍ତାରେ କାଟିଲେ ରାତି, ମଶା ଡାଉଁଶରେ ବସିଲେ

ଭିତରେ ହଙ୍ଗାମା, ବାହାରେ ହାଇଡ୍ରାମା । ରାତି ସାରା ରାଜରାସ୍ତାରେ ବସିଲେ । ସେଇଠି ଶୋଇଲେ । ବିଳାସପୂର୍ଣ୍ଣ ଏସି ରୁମ୍‌ ଛାଡ଼ି ମାସା ଡାଉଁଶରେ ବସି ରହିଲେ । ବାଚସ୍ପତିଙ୍କ ଆକ୍ସନ ପରେ କଂଗ୍ରେସର ଦେଖିବାକୁ ମିଳିଛି ଏଭଳି କିଛି ରିଆକ୍ସନ ।

author-image
Namita Biswal
ଅଦ୍ୟତନ ହୋଇଛି

ଭିତରେ ହଙ୍ଗାମା, ବାହାରେ ହାଇଡ୍ରାମା । ରାତି ସାରା ରାଜରାସ୍ତାରେ ବସିଲେ । ସେଇଠି ଶୋଇଲେ । କନ୍ଥା ବିଛାଇ ରୋଡ ଉପରେ ଗଡ଼ିଲେ ନେତା । ବିଳାସପୂର୍ଣ୍ଣ ଏସି ରୁମ୍‌ ଛାଡ଼ି ମାସା ଡାଉଁଶରେ ବସି ରହିଲେ । ବାଚସ୍ପତିଙ୍କ ଆକ୍ସନ ପରେ କଂଗ୍ରେସର ଦେଖିବାକୁ ମିଳିଛି ଏଭଳି କିଛି ରିଆକ୍ସନ । ନିଲମ୍ବ ପରଠୁ ଆଜିଯାଏ ସରୁନି କଂଗ୍ରେସର ମହାନାଟକ। ୧୨ ଜଣଙ୍କୁ ସସ୍‌ପେଣ୍ଡ କରିବା ପରେ ଭିରୁଡ଼ି ଉଠିଲେ ନେତା । ଗୃହରୁ ନିଲମ୍ବନ ପରେ ବି ଗୃହ ଛାଡ଼ିଲେନି । ଜିଦ୍‌ରେ ଅଟଳ ରହିଲେ । ରାତି ସାରା ବିଧାନସଭା ଭିତରେ ବସିଲେ ଶୋଇଲେ । ଶେଷରେ ସୁରକ୍ଷାକର୍ମୀ ବସ୍ ଯୋଗେ କଂଗ୍ରେସ ଭବନରେ ନେଇ ଛାଡିଲା । 

Advertisment
OPCC Odisha Politics Congress Protest
Advertisment
Advertisment