ନବୀନଙ୍କ ରେକର୍ଡ ଦିଗଡ଼ !
ନବୀନଙ୍କ ରେକର୍ଡ ଭାଙ୍ଗିଲେ ମୋହନ । ୨୪ ବର୍ଷର ସରକାରଙ୍କ ସତ ପଡ଼ିଲା ପଦାରେ । ୮ ମାସର ସରକାର ଦେଲା ଓଡ଼ିଶା ପାଇଁ ନୂଆ ସୁଯୋଗ । ଉତ୍କର୍ଷ ଓଡିଶା ସମ୍ମିଳନୀ ମୋହନ ଆଣିଲେ ବିରାଟ ସଫଳତା । ୧୪୫ ଟି MOU ସ୍ବାକ୍ଷର କରିଛନ୍ତି ରାଜ୍ୟ ସରକାର । ଯାହାକି ଓଡ଼ିଶାର ପୂରା କାୟା କଳ୍ପ ପରିବର୍ତ୍ତନ କରିବ । ଫଳରେ ଓଡ଼ିଶା ହେବ ବିକାଶ, ସୃଷ୍ଟି ହେବ ନିଯୁକ୍ତି । ବେକାର ଯୁବକ ଯୁବତୀଙ୍କୁ ମିଳିବ ଚାକିରିର ସୁଯୋଗ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)