Advertisment

ବର୍ଷେ ପୂରିଲେ ସଭାପତି ଘୋଷଣା

‘#ସରକାରକୁ_ବର୍ଷେ_ପୂରିଲେ_ସଭାପତି_ଘୋଷଣା’ ସରକାର ନିଜର ବର୍ଷ ପୂର୍ତ୍ତି ପାଳନ ପୂର୍ବର ରାଜ୍ୟ ସଭାପତି ନାମ ଘୋଷଣା ହେବ। ଏହା ସହ ସମସ୍ତ ନିଗମ ଏବଂ ବୋର୍ଡ ମଧ୍ୟ ଗଠନ ମଧ୍ୟ ଶେଷ ହେବ।ଆମେ ତରବରିଆ ଭାବରେ କୌଣସି ନିଷ୍ପତି ନେଉନାହୁଁ। ଠିକ ଏବଂ ଯୋଗ୍ୟ ଲୋକଙ୍କୁ ଆମେ ଦାୟିତ୍ୱ ଦେବୁ। ବିଜେପି ଏକ ରାଷ୍ଟ୍ରୀୟ ଦଳ, ଆମର ସସଂଦିୟ ବୋର୍ଡରେ ଖୁବ ଶୀଘ୍ର ଘୋଷଣା ହେବ।

author-image
Saroj Kumar Jena

‘#ସରକାରକୁ_ବର୍ଷେ_ପୂରିଲେ_ସଭାପତି_ଘୋଷଣା’
ସରକାର ନିଜର ବର୍ଷ ପୂର୍ତ୍ତି ପାଳନ  ପୂର୍ବର ରାଜ୍ୟ ସଭାପତି  ନାମ ଘୋଷଣା    ହେବ। ଏହା ସହ  ସମସ୍ତ ନିଗମ ଏବଂ ବୋର୍ଡ ମଧ୍ୟ ଗଠନ  ମଧ୍ୟ ଶେଷ ହେବ।ଆମେ ତରବରିଆ ଭାବରେ କୌଣସି  ନିଷ୍ପତି ନେଉନାହୁଁ। ଠିକ ଏବଂ ଯୋଗ୍ୟ ଲୋକଙ୍କୁ ଆମେ ଦାୟିତ୍ୱ ଦେବୁ। ବିଜେପି ଏକ ରାଷ୍ଟ୍ରୀୟ ଦଳ,  ଆମର ସସଂଦିୟ ବୋର୍ଡରେ ଖୁବ ଶୀଘ୍ର ଘୋଷଣା ହେବ। 

Advertisment
Advertisment
Advertisment