ଛାରଖାର ଯାଜପୁର ବିଜେଡି !
ନବୀନଙ୍କ ଆସନ ନେଲେ । ଏବେ ବବିଙ୍କ ଗଡ଼ ଉପରେ ନଜର । ଯାଜପୁରରେ ଫାଟୁଛି ଶଙ୍ଖ । ମୋହନ ପୋତୁଛନ୍ତି ପଦ୍ମ ଡଙ୍କ । ବିଜେପିକୁ ସୁଦୃଢ଼ କରିବାକୁ ଏଥର ମିଶନ୍ ଯାଜପୁର ଯେମିତି ଆପଣାଇଛି ବିଜେପି । ବବିଙ୍କ ସମସ୍ତ ପ୍ରାଧାନ୍ୟ ଏରିଆରେ ପଦ୍ମ ପୋଖରୀ କରିବାକୁ ଏବେ ଆଣ୍ଟା ଭିଡିଛି ଗେରୁଆ ଦଳ । ବାରମ୍ବାର ଦଳୀୟ କାର୍ଯ୍ୟକ୍ରମ ରଖି ବିଜେଡି ଗଡ଼ ଭୁଶୁଡ଼ାଇବା ସହ ଦଳରେ ଶହ ଶହ ବିଜେଡି କର୍ମୀଙ୍କୁ ସାମିଲ କରାଯାଉଛି । ଆଉ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ଯାଜପୁରର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଉଛନ୍ତି । ସେପଟେ ମୋହନଙ୍କ ଶନିବାର ଗସ୍ତର ମାତ୍ର ଦିନଟିଏ ପୂର୍ବରୁ ବିଜେଡିର ଅନେକ ନେତା ବିଜେପିରେ ସାମିଲ ହୋଇଛନ୍ତି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)