BJP
ଭୋଟ୍ ବ୍ୟାଙ୍କ ବଢାଇବାକୁ ବିଜେପିର ନୂଆ ତରିକା, ଫୋକସରେ ଗ୍ରାମାଞ୍ଚଳ । ଯେହେତୁ ବିଜେଡିର ନଜର ସହରାଞ୍ଚଳ ଉପରେ ରହିଛି, ତେଣୁ ଶାସକ ଦଳ ଆପଣାଇଛି ନୂଆ ଫଣ୍ଡା । ଗ୍ରାମାଞ୍ଚଳରେ ନିଜ ସ୍ଥିତି ଅଧିକ ମଜବୁତ୍ କରିବାକୁ ବିଜେପି ଏବେ ସରପଞ୍ଚ ଓ ସମିତିସଭ୍ୟଙ୍କୁ ହାତେଇବା ଆରମ୍ଭ କରିଛି । ଅନ୍ୟପଟେ ୨୪ ବର୍ଷ ପରେ ସତ୍ତା ପରିବର୍ତ୍ତନ ହୋଇଥିବାରୁ ଏବେ ସରପଞ୍ଚ ଓ ସମିତିସଭ୍ୟ କ୍ଷମତାରେ ଥିବା ବିଜେପି ଆଡକୁ ସ୍ୱତଃପ୍ରବୃତ୍ତ ଭାବେ ଦଳରେ ସାମିଲ ହେଉଛନ୍ତି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)