Advertisment

କିଏ କରିଛି ରାଜ୍ୟସଭା ଖେଳ ?

କିଏ କରିଛି ରାଜ୍ୟସଭା ଖେଳ ? ୱକଫ୍ ବିଲକୁ ନେଇ ରାଜ୍ୟସଭାରେ ସସ୍ମିତ ପାତ୍ରଙ୍କ ପୋଷ୍ଟ ପରଠୁ ଦଳ ଭାଗଭାଗ ସ୍ଥିତିରେ ପହଞ୍ଚିବା ପରେ ମୁଖିଆ ନବୀନଙ୍କ ଅସମ୍ଭବ ନିରବତାକୁ ନେଇ ପ୍ରଶ୍ନ। ୟା ଭିତରେ ଦଳର ବରିଷ୍ଠ ନେତା ପ୍ରଫୁଲ୍ଲ ଘଡ଼େଇ ଆଜି ବିସ୍ଫୋରକ ବୟାନ ଦେଇଛନ୍ତି। ନିଷ୍ପତ୍ତି କାହିଁକି ବଦଳିଲା ନବୀନ ସବୁ ଜାଣିଛନ୍ତି କହି ତାଙ୍କୁ ମୁହଁ ଖୋଲିବାକୁ ଆହ୍ବାନ ଦେଇଛନ୍ତି ପ୍ରଫୁଲ୍ଲ।

author-image
Sujit kumar Swain
ଅଦ୍ୟତନ ହୋଇଛି

BJD
Advertisment
Advertisment