ବିଜୁ କହୁଥିବେ ଛି ଛି...
ଫୁଲମାଳରେ ଲୁଚି ଯାଉଛି ବିଜୁ ବାବୁଙ୍କ ମୁହଁ । ପ୍ରତିମୂର୍ତ୍ତିରେ ହାରଟିଏ ଦେବାକୁ ଯେମିତି ଲାଗିଛି ପ୍ରତିଯୋଗିତା । ନୀଳଗିରିର ଏ ଚିତ୍ର ଚଳିତ ବର୍ଷର ନୁହେଁ, ଏ ଦୃଶ୍ୟ ଥିଲା ଗତ ବର୍ଷର । କିଏ ରାତି ପାହୁପାହୁ ପ୍ରତିଯୋଗୀତା ଲଗାଇ ମୋଟା ଫୁଲହାର ପିନ୍ଧାଉଥିଲେ, ତ ଆଉ କିଏ ଜଳାଶ୍ରୟରେ ଘଟବୁଡାଇ ତିଳତର୍ପଣ କରୁଥିଲେ । କିନ୍ତୁ ଚଳିତ ବର୍ଷ ଯେମିତି ବିଜେଡିର ପରାଜୟ ପରେ ଏଠି ସବୁ ଠପ୍ । ଏଥର ଆଉ ସେ ଉତ୍ସାହ ନାହିଁ କି ବିଜୁଙ୍କୁ ମାଳଟିଏ ପିନ୍ଧାଇବାକୁ ଲାଗିନି ପ୍ରତିଯୋଗିତା ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)