Advertisment

ପାରାଦୀପ ରାଜନୀତିରେ କମ୍ପନ, ଶିଳ୍ପମନ୍ତ୍ରୀଙ୍କୁ ବାପିଙ୍କ ଟାର୍ଗେଟ୍

ପାରାଦୀପ ରାଜନୀତିରେ କମ୍ପନ। ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁଙ୍କୁ ବାପିଙ୍କ ଟାର୍ଗେଟ୍। ବାପି ସର୍ଖେଲଙ୍କ ଯୁଦ୍ଧଂଦେହୀ ଡାକରା ।

author-image
Namita Biswal

ପିପିଏଲରୁ ଜିପସମ ପରିବହନକୁ ନେଇ ସରଗରମ ପାରାଦୀପ ରାଜନୀତି। ବାପି ସର୍ଖେଲ ସୋସିଆଲ ମିଡିଆରେ ଯୁଦ୍ଧଂଦେହୀ ଡାକରା। ୩ ଦିନ ତଳେ ବାପି ସର୍ଖେଲ ସୋସିଆଲ ମିଡିଆରେ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁଙ୍କୁ ଟାର୍ଗେଟ କରିଥିଲେ। ମନ୍ତ୍ରୀ ଚାପ ପ୍ରୟୋଗ କରି ମୋଟା ଅଙ୍କର ଆୟ କରୁଥିବା ଆରୋପ ଲଗାଇଥିଲେ। ମନ୍ତ୍ରୀଙ୍କ ପରିବାର ଦ୍ଵାରା ପରିଚାଳିତ NKS କମ୍ପାନୀ ଏକଚାଟିଆ ଭାବେ ପିପିଏଲ ଠାରୁ ଟନ ପିଛା ମାତ୍ର ଶହେ ଟଙ୍କାରେ ଜିପସମ କିଣି ଅଧିକ ଲାଭରେ ବିକ୍ରି କରୁଛି ବୋଲି କହିଥିଲେ। 

Advertisment
Bapi Sarkhel Paradeep Odisha Politics
Advertisment
Advertisment