ନବୀନ ତମେ ମିଛ କହିଲ ?
ନବୀନ ନିବାସରେ ଚାଲିଛି କି ମିଛ ନାଟକ ? ପାଣ୍ଡିଆନଙ୍କୁ କଲେ ଆଟାକ୍ । ନବୀନ ଦେଉଛନ୍ତି ରିଆକ୍ସନ । ଦଳର ସଂଗଠନ ପଛ, କିନ୍ତୁ ଆଗ ହେଲେ ଭିକେ ପାଣ୍ଡିଆନ୍ । ସଂସଦରେ ୱାକଫ୍ ବିଲ୍କୁ ସାଂସଦ ସସ୍ମିତ ପାତ୍ରଙ୍କ ସମର୍ଥନ ପରେ ବିଜେଡିରେ ହୁତୁହୁତୁ ହୋଇ ନିଆଁ ଜଳୁଛି । ଆଉ ସେହି ନିଆଁରେ ଏବେ ଘିଅ ଢାଳିଛନ୍ତି ଖୋଦ୍ ବିଜେଡି ସଭାପତି ନବୀନ ପଟ୍ଟନାୟକ । ପାଣ୍ଡିଆନଙ୍କୁ ନେଇ ବିଜେଡି ନେତା ପ୍ରଭାତଙ୍କ କଟୁ ମନ୍ତବ୍ୟ ପରେ, ପୂର୍ବ କଥାକୁ ମନେପକାଇ କଡ଼ା ମନ୍ତବ୍ୟ ରଖି ପ୍ରଭାତଙ୍କୁ ଯେମିତି ଚିମୁଟି ଦେଇଛନ୍ତି ନବୀନ । ଆଉ ମନେପକାଇ ଦେଇଛନ୍ତି ପୁରୁଣା ସେ ଘା’ର ଅଦେଖା ଦରଜ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)