Advertisment

ବଦ୍ରି ପରେ ଅଶୋକଙ୍କ ତେର୍ଚ୍ଛା ବାଣ

ନବୀନ ଓଡ଼ିଶାର ସମ୍ପତ୍ତି, କୌଣସି ବ୍ୟକ୍ତିର ନୁହଁନ୍ତି । 'ଆଇ ଆମ୍ ଡାଉନ୍ ବଟ୍ ନଟ୍ ଆଉଟ୍' ପ୍ରସଙ୍ଗ ନିଆଁରେ ପୁଣି ଘିଅ ଢାଳିଛନ୍ତି ବରିଷ୍ଠ ବିଜେଡି ନେତା ତଥା ଭୁବନେଶ୍ବର ଜିଲ୍ଲା ବିଜେଡି ସଭାପତି ଅଶୋକ ପଣ୍ଡା । ଗତକାଲି ବଦ୍ରି ପାତ୍ରଙ୍କ ପରେ ଆଜି ତେର୍ଛା ବାଣ ମାରିଛନ୍ତି ଅଶୋକ ପଣ୍ଡା ।

author-image
Manasranjan Mohanty