no confidence motion
ଜନତାଙ୍କ ଭୋଟ୍ ପାଇ ସିଧାସଳଖ ପୌରାଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ, କିନ୍ତୁ ଆଇନର ଗଳାବାଟ ଯୋଗୁ ହାତ ଗଣତି କାଉନସିଲରଙ୍କ ଦ୍ବାରା ଗାଦିଚ୍ୟୁତ ହେଲେ। ଫୁଲବାଣୀ ପରେ ଭବାନୀପାଟଣା ଆଉ ଏବେ ଜୁନାଗଡ଼ରେ ଉପୁଜିଛି ଏଭଳି ସ୍ଥିତି। କୁହାଯାଉଛି, ଯେଉଁସବୁ ପୌରାଞ୍ଚଳରେ ବିଜେପି ଅଧ୍ୟକ୍ଷ ଅଛନ୍ତି ଏବଂ ବିଜେଡିର ସଂଖ୍ୟା ଅଧିକ ରହିଛି, ସେସବୁ ସ୍ଥାନରେ ନିର୍ବାଚିତ ଅଧ୍ୟକ୍ଷଙ୍କୁ ହଟାଇବାକୁ ଏଭଳି ଫନ୍ଦି କରିଛି ବିଜେଡି। ସେପଟେ ମ୍ୟୁନିସିପାଲ ଆକ୍ଟରେ ଥିବା ଏହି ବ୍ୟବସ୍ଥାକୁ ପଦ ହରାଉଥିବା ପୌରାଧ୍ୟକ୍ଷମାନେ ବିରୋଧ କରିଥିବା ବେଳେ ଆଇନରେ ସଂଶୋଧନ ହେବା ଦରକରା ବୋଲି ମତ ଦେଇଛନ୍ତି ବରିଷ୍ଠ ଆଇନଜୀବୀ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)