Advertisment

SHG ନାଁରେ କାର୍ଯ୍ୟାଦେଶ, ହେଲେ କାମ କରୁଛନ୍ତି ଠିକାଦାର

ଯୋଜନା ପୁରା ବାଟବଣା ବୋଲି ଅଭିଯୋଗ ଭିତରେ ବିଭାଗୀୟ ମନ୍ତ୍ରୀ କିନ୍ତୁ କହିଛନ୍ତି ରାଜ୍ୟରେ ମହିଳାମାନେ ମିଶନ ଶକ୍ତି ଜରିଆରେ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି।

author-image
Satyendu Shekher Mishra

ମିଶନ ଶକ୍ତି ଜରିଆରେ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ସହ ସେମାନଙ୍କ ଅର୍ଥନୈତିକ ବିକାଶ ଲାଗି ରାଜ୍ୟ ସରକାର ଚଳାଇଛନ୍ତି ବଡ଼ ଯୋଜନା। ହେଲେ ବାସ୍ତବରେ କେତେ ପୂରଣ ହେଉଛି ଲକ୍ଷ୍ୟ, ତାକୁ ନେଇ ଉଠିଛି ପ୍ରଶ୍ନ। କେଉଁଠି SHG ନାଁରେ କାର୍ଯ୍ୟାଦେଶ ଥାଇ ଠିକାଦାର କାମ କରୁଛି ତ ପୁଣି କେଉଁଠି ଦଳୀୟ ଭିତ୍ତିରେ ୱାର୍କଅର୍ଡର ବଣ୍ଟାଯାଉଥିବା ଅଭିଯୋଗ। ଯୋଜନା ପୁରା ବାଟବଣା ବୋଲି ଅଭିଯୋଗ ଭିତରେ ବିଭାଗୀୟ ମନ୍ତ୍ରୀ କିନ୍ତୁ କହିଛନ୍ତି ରାଜ୍ୟରେ ମହିଳାମାନେ ମିଶନ ଶକ୍ତି ଜରିଆରେ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି।

Advertisment
Mission Shakti SHG
Advertisment
Advertisment