Advertisment

ଭତ୍ତା ପାଇଁ ଡହଳ ବିକଳ ୭୦ ବର୍ଷୀୟ ବୁଢୀ ମାଆ

ଓଟିଭିରେ ଖବର ପ୍ରସାରଣ ପରେ ଗୋଟିଏ ପଟେ ବୃଦ୍ଧାଙ୍କୁ ୬ ମାସର ବକେୟା ଭତ୍ତା ଟଙ୍କା ମିଳିଛି, ଅନ୍ୟପଟେ ବିଡିଓ ତାଙ୍କ ଘରକୁ ଯାଇ ଅଭାବ ଅସୁବିଧା ବୁଝିଛନ୍ତି।

author-image
Satyendu Shekher Mishra

ଭତ୍ତା ପାଇଁ ଡହଳ ବିକଳ ୭୦ ବର୍ଷୀୟ ବୁଢୀ ମାଆ। ଆଶା ବାଡିଟିଏ ନଥିବାରୁ ସାହାରା ସାଜିଛି ଖଣ୍ଡିଏ ପ୍ଲାଷ୍ଟିକ ଚେୟାର। ଆଉ ସେହି ଚେୟାରକୁ ଧରି ଚାଲୁଛନ୍ତି ବାଟ । ଏ ସଂପର୍କରେ ଓଟିଭିରେ ଖବର ପ୍ରସାରଣ ପରେ ଗୋଟିଏ ପଟେ ବୃଦ୍ଧାଙ୍କୁ ୬ ମାସର ବକେୟା ଭତ୍ତା ଟଙ୍କା ମିଳିଛି, ଅନ୍ୟପଟେ ବିଡିଓ ତାଙ୍କ ଘରକୁ ଯାଇ ଅଭାବ ଅସୁବିଧା ବୁଝିଛନ୍ତି।

Advertisment
Pension Old Woman
Advertisment
Advertisment