Advertisment

ରାଜଧାନୀରୁ ଗାଁ ଗଣ୍ଡା, ସବୁଠି କାୟା ମେଲାଇଛି ଡେଙ୍ଗୁ

କ୍ୟାପିଟାଲ ହସ୍ପିଟାଲରେ ଟେଷ୍ଟିଂ ପାଇଁ ଘଣ୍ଟା ଘଣ୍ଟା ଲାଇନ୍ ।

author-image
Satyendu Shekher Mishra

ରାଜଧାନୀରୁ ଗାଁ ଗଣ୍ଡା, ସବୁଠି କାୟା ମେଲାଇଛି ଡେଙ୍ଗୁ । ସାରା ରାଜ୍ୟରେ ୨୭ଶହ ଉପରେ ଆକ୍ରାନ୍ତ । କେବଳ ଭୁବନେଶ୍ବରରେ ଦୈନିକ ୮୦ ନୂଆ ପଜିଟିଭ୍ । କ୍ୟାପିଟାଲ ହସ୍ପିଟାଲରେ ଟେଷ୍ଟିଂ ପାଇଁ ଘଣ୍ଟା ଘଣ୍ଟା ଲାଇନ୍ ।

Advertisment
Dengue
Advertisment
Advertisment