Advertisment

ଆଶ୍ରୟସ୍ଥଳୀ ଅଛି ତାଲା ଝୁଲୁଛି

ଆଶ୍ରୟସ୍ଥଳୀ ଅଛି ହେଲେ ଝୁଲୁଛି ତାଲା ।

author-image
Satyendu Shekher Mishra

ଅସହ୍ୟ ଜାଡ଼ରେ ଥରୁଛି ଓଡ଼ିଶା । ହେଲେ ରାଜରାସ୍ତାରେ କଟୁଛି ଏମାନଙ୍କ ଜୀବନ । କିଏ ରାସ୍ତାକଡ଼ରେ ଶୋଇପଡ଼ିଛି ତ ପୁଣି କିଏ ଦୋକାନ ଦୂଆରେ ଆଶ୍ରୟ ନେଇଛି । ଆଶ୍ରୟସ୍ଥଳୀ ଅଛି ହେଲେ ଝୁଲୁଛି ତାଲା ।

Advertisment
Shelter Home
Advertisment
Advertisment