Shiva Temple, Cannabis Ban
ଶିବ ମନ୍ଦିରରେ ଗଂଜେଇ ମନା । ଆଉ ଚଳିବନି ଭୋଗ ନାଁରେ ବାହାନା । ରାଜ୍ୟର ସବୁ ଶୈବ ପୀଠରେ ଗଂଜେଇ ବ୍ୟାନ। ଅନନ୍ତ ବଳିଆ ଟ୍ରଷ୍ଟର ଅନୁରୋଧକୁ ଯଥାର୍ଥ ମନେ କରି ଏଭଳି ନିର୍ଦ୍ଦେଶନାମା ଜାରି କରିଛନ୍ତି ରାଜ୍ୟ ସରକାର। ଏହାର ଅନୁପାଳନ ପାଇଁ କଲେକ୍ଟର ଓ ଏସ୍ପି ମାନଙ୍କୁ ଚିଠି ଲେଖି ଅବଗତ କରିଛି ସଂସ୍କୃତି ବିଭାଗ। ତେବେ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ନେଇ ସେବାୟତଙ୍କ ମଧ୍ୟରେ ଭିନ୍ନ ମତ ପ୍ରକାଶ ପାଇଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)