YouTuber Laba Hansda Marital Status Under Scrutiny Amid Death Probe
ପ୍ରେମିକାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ଆହୁରି ବଢ଼ିଲା ଚର୍ଚ୍ଚିତ ଓଡ଼ିଆ ୟୁଟ୍ୟୁବର ଲବ ହାଁସଦାଙ୍କ ଅଡୁଆ। ମୃତା ଯୁବତୀଙ୍କ ଏତଲା ଆଧାରରେ ବେଙ୍ଗାଲୁରୁ HSR ଲେଆଉଟ୍ ଥାନାରେ ରୁଜୁ ହୋଇଛି ମାମଲା। ଏଣେ ଲବ କେବଳ ପ୍ରେମିକ ସାଜି ନଥିଲେ, ବରଂ ଆଗରୁ ବାହା ହୋଇଥିଲେ ଓ ସ୍ତ୍ରୀ-ଝିଅକୁ ଛାଡ଼ି ଅଲଗା ରହୁଥିଲେ ବୋଲି ତାଙ୍କ ଶ୍ବଶୁରଙ୍କ ଅଭିଯୋଗ ପରେ ଲବଙ୍କର ଜଣେ ସଂପର୍କୀୟ ଭାଇ ମଧ୍ୟ ଏକଥା ମାନିଛନ୍ତି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)