Advertisment

ନିଶା କବଳରେ ଯୁବପିଢି, ବଢୁଛି ଅପରାଧ ।

ନିଶା କବଳରେ ଯୁବପିଢି ! ଘଟୁଛି ଅପରାଧ । ନିଶା ସେବନ ସ୍ବାସ୍ଥ୍ୟ ପକ୍ଷେ ହାନିକାରକ ଏହା ଜାଣିବା ସତ୍ତ୍ବେ ଯେମିତି ଅଣଦେଖା କରୁଛନ୍ତି ସଭିଏଁ । ଫଳରେ ଦେଶରେ ତମାଖୁ ସେବନ କ୍ରମାଗତ ଭାବରେ ବୃଦ୍ଧି ପାଇବାରେ ଲାଗୁଛି । ଯାହା ଅତ୍ୟଧିକ ଭାବରେ ଯୁବପିଢିଙ୍କୁ ଆକୃଷ୍ଟ ହେଉଛନ୍ତି । ନିଶା ଦ୍ରବ୍ୟ ସେବନ ସ୍ବାସ୍ଥ୍ୟ ପକ୍ଷେ ହାନିକାରକ ଜାଣିବା ସତ୍ତ୍ବେ ମଧ୍ୟ ଅତ୍ୟଧିକ ମାତ୍ରାରେ ଯୁବପିଢି ମାନେ ଏହାର ବ୍ୟବହାର କରି ନାନା ରୋଗକୁ ଡାକିବା ସହିତ ମୃତ୍ୟୁବରଣ କରୁଛନ୍ତି !

author-image
Saroj Kumar Jena