Mysterious Deaths
ଗାଁ ସାଜିଛି ଅଭିଶପ୍ତ ! ବିବାହ ପରେ ବିଧବା ହେଉଛି ନବବଧୂ ! ୩୦ ବର୍ଷୀୟ ଯୁବକ ହରାଉଛନ୍ତି ପ୍ରାଣ ! ଏ ହେଉଛି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଦୟାଲତଙ୍ଗ ଗାଁର ଚିତ୍ର । ଏଠି ଯେମିତି ମୃତ୍ୟୁ ଛକି ବସିଛି । ଗାଁରେ ମୋଟ୍ ୧୨ଟି ଘର ରହିଥିବା ବେଳେ ଜନସଂଖ୍ୟା ରହିଛି ମାତ୍ର ୪୫ । ସେଥିମଧ୍ୟରୁ ୧୨ ଜଣ ପୁରୁଷ ଥିବାବେଳେ ୩୧ ଜଣ ମହିଳା ରହିଛନ୍ତି । ଆଉ ଏହି ଗାଁରେ ବିଧବାଙ୍କ ସଂଖ୍ୟା ୧୨ରେ ପହଞ୍ଚିଲାଣି । କୁହାଯାଉଛି ପୁରୁଷଙ୍କୁ ବୟସ ୩୦ ଛୁଇଁବା କ୍ଷଣି ହାତ ଠାରି ଡାକୁଛି ମୃତ୍ୟୁ । ବିଭିନ୍ନ ରୋଗର ଶିକାର ହୋଇ ସ୍ତ୍ରୀ ଆଗରେ ଚାଳିଯାଉଛି ସ୍ୱାମୀଙ୍କ ଜୀବନ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)