Advertisment

ସିନ୍ଦୂର ପିନ୍ଧାଇ ସତ୍ୟବାନ୍‌ ଫେରାର, ରାସ୍ତାରେ କାନ୍ଦୁଛି ସାବିତ୍ରୀ

ରାସ୍ତାରେ ସାବିତ୍ରୀ । ସତ୍ୟବାନ୍ ଫେରାର୍ । ହାତରେ ଶଙ୍ଖା, ମୁଣ୍ଡରେ ସିନ୍ଦୂର । ମୋବାଇଲରେ ବାହାଘର ବେଳର ସ୍ମୃତି । ଯିଏ ମଥାରେ ସିନ୍ଦୂର ପିନ୍ଧାଇ ବୋହୂ କରି ନେଇଯିବାର ପ୍ରତିଶ୍ରୁତି ଦେଇଥିଲା, ସିଏ ଏବେ ଆଉ କାହା ହାତ ଧରି ଘର ସଂସାର କରୁଛି ।

author-image
Namita Biswal

ରାସ୍ତାରେ ସାବିତ୍ରୀ । ସତ୍ୟବାନ୍ ଫେରାର୍ । ହାତରେ ଶଙ୍ଖା, ମୁଣ୍ଡରେ ସିନ୍ଦୂର । ମୋବାଇଲରେ ବାହାଘର ବେଳର ସ୍ମୃତି । ଯିଏ ମଥାରେ ସିନ୍ଦୂର ପିନ୍ଧାଇ ବୋହୂ କରି ନେଇଯିବାର ପ୍ରତିଶ୍ରୁତି ଦେଇଥିଲା, ସିଏ ଏବେ ଆଉ କାହା ହାତ ଧରି ଘର ସଂସାର କରୁଛି । ସୋମବାର ଦିନ ଥିଲା ସାବିତ୍ରୀ ବ୍ରତ, ଭୁବନେଶ୍ୱରର ରାଜରାସ୍ତାରେ ମୁହଁକୁ ଲୁଚାଇ କାନ୍ଦୁଥିଲେ ଏହି ମହିଳା । କାରଣ ତାଙ୍କ ଭରସା ଭାଙ୍ଗି ସାରିଛି । ମନର ମଣିଷ ତାଙ୍କୁ ଧୋକା ଦେଇଛି । ଯେମିତି ଏ ଆଖିର ଲୁହ ଛଡ଼ା ତାଙ୍କ ପାଖରେ ଏବେ ଆଉ କିଛି ନିଜର ହିଁ ନାହିଁ । 

Advertisment
Bhubaneswar Love Dhokha Marriage Betrayal
Advertisment
Advertisment